Recent Updates RSS Toggle Comment Threads | Keyboard Shortcuts

  • manoj.sahukar 5:49 pm on November 28, 2012 Permalink | Log in to leave a Comment
    Tags: ଅମେଓଡିଆ   

    I’m very happy for this site… And I love http://www.ameodia.com…; But I’ve a question for “ameodia”, “why don’t you design a text based website where we can copy-paste text to reuse..?” Please go to this link http://www.causes.com/causes/800340/actions/1708421

    Waiting for your reply..

     
  • ameodia 8:47 am on October 4, 2012 Permalink | Log in to leave a Comment
    Tags: , ଓଡିଆ କବିତା,   

    ଶୁଚିସ୍ମିତା ଜେନା

    ଶୁଚିସ୍ମିତା ଜେନା

    ମହ ମହ ବସେ ଆଜି ଗାଁ ଗଣ୍ଡା ସହର
    ବେଗେ ବେଗେ ଚାଲ ଯିବା ମା’ର ମନ୍ଦିର
    ପାଖେ ଅବା ଦୂରେ ଥାଅ ଗୁହାରୀ ସୁଣିବ
    ଦୁଃଖ ନେଇ ସିଏ ସୁଖ ପସରା ଦେବ ॥

    ପଢନ୍ତୁ ସୁଦୀପ୍ତା ଶୁଚିସ୍ମିତା ଜେନାଂକ କବିତା “ସ୍ବାଗତଂ ମ। ଦୁର୍ଗେ ” http://www.ameodia.com/?p=3743

     
  • Saroj Kumar Dash 7:22 am on September 29, 2012 Permalink | Log in to leave a Comment
    Tags: ମୁଁ ଗର୍ବିତ ଯେ ମୁଁ ଓଡ଼ିଆ   

    https://www.facebook.com/worldofskd3

     
  • ameodia 4:23 pm on September 17, 2012 Permalink | Log in to leave a Comment
    Tags: ,   

    ଡଃ ବିଧୁପ୍ରଭା ରଥ

    ଡଃ ବିଧୁପ୍ରଭା ରଥ

    ଭାରତବର୍ଷର ପ୍ରାଚୀନ ଇତିହାସରେ ରାଜା ଯଯାତିଂକର ଏକ ସ୍ବତନ୍ତ୍ର ଓ ବଳିଷ୍ଠ ବ୍ୟକ୍ତିତ୍ବ ଅଛି ସେ ଏପରି ଜୀବନ ପ୍ରିୟ ଥିଲେ ଯେ ନିଜର ୧୦୦ ବର୍ଷ ପୂର୍ଣ୍ଣ ଭାବରେ ଜୀଇଁ ସାରିଲା ପରେ ବି ଆହୁରି ବଂଚିବାର କାମନା … ପଢନ୍ତୁ ଡଃ ବିଧୁପ୍ରଭା ରଥଂକ ପ୍ରବନ୍ଧ “ବଂଚିବାର ନିଶା” http://www.ameodia.com/?p=3708

     
  • ameodia 10:24 am on September 6, 2012 Permalink | Log in to leave a Comment
    Tags: ,   

    ନୀରଂଜନ ପାଢୀ

    ନୀରଂଜନ ପାଢୀ

    ଯଦି ଏ ଧାରା ଏଇ ରୀତିରେ ବଳବତ୍ତର ରହେ, ତେବେ ଆଧୁନିକତାରେ ଆକ୍ରାନ୍ତ ସମାଜର ଚିତ୍ର ସମ୍ପୂର୍ଣ୍ଣ ବଦଲିଜିବକୁ ବେଶୀ ବିଳମ୍ବ ଲାଗିବ ନାହିଁ । ଏକ ସୁସ୍ଥ, ସୁନ୍ଦର ଭବିଷ୍ୟତ ଗଢିବାର ଦୁର୍ବାର ଆକର୍ଷଣ ମଧ୍ୟରେ ଆଚାର୍, ସଂସ୍କାର, ଚରିତ୍ର ଓ ଆଦର୍ଶ ଆଦି ଦୁର୍ବଳ ଶବ୍ଦଗୁଡିକ ସେମ।ନଂକର ସ୍ଥିତି ହରାଇ ବସିବେ ଏବଂ ତାପରେ … ? ନିଜର ସ୍ମାର୍ଟ ସନ୍ତାନମାନେ ଭବିଷ୍ୟତରେ ରାମ ହେବେ କି ରାବଣ ହେବେ, ସମାଜର ବୋଝ ଉଠାଇବେ କି ନିଜେ ସମାଜ ଉପରେ ବୋଝ ହୋଇ ପଡିବେ, ସେ କଥା ସେମାନଂକ ପିତାମାତାଂକୁ କେବଳ ସମୟ ହିଁ କହିବ । ପଢନ୍ତୁ ନିରଂଜନ ପାଢୀଂକ ପ୍ରବନ୍ଧ ” ସ୍ମାର୍ଟ ସନ୍ତାନମାନଂକ ସମ୍ପର୍କରେ ” http://www.ameodia.com/?p=3710

     
  • ameodia 9:20 am on September 5, 2012 Permalink | Log in to leave a Comment
    Tags: ,   

    ନେତାଜୀ ଅଭିନନ୍ଦନ

    ନେତାଜୀ ଅଭିନନ୍ଦନ

    ସରକାରୀ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ , ବେଦାନ୍ତ ଭଳି ମୁନାଫା ଖୋର୍ ବଦନାମ୍ କମ୍ପାନୀ ମାନଂକୁ ବିଶ୍ବବିଦ୍ୟାଳୟ ପାଇଁ ଶାଗମାଛ ମୂଳରେ ହଜାର୍ ହଜାର୍ ଏକର ଜମି ଦେବାରେ ମୁଖ୍ୟମନ୍ତ୍ରୀ ତିଳେ ହେଲେ କୁଣ୍ଠାବୋଧ କରୁନାହାନ୍ତି । ରାଜଧାନୀ ଉପକଣ୍ଠରେ ମୂଲ୍ୟବାନ ଜମି ବିଭିନ୍ନ ଘରୋଇ ସଂସ୍ଥାକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ । ଅଥଚ ସରକାରୀ କଲେଜରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପାଣ୍ଠିଯୋଗାଡ ହୋଇ ପାରୁନି । ପଢନ୍ତୁ ନେତାଜୀ ଅଭିନନ୍ଦନଂକ ପ୍ରବନ୍ଧ “ଠିକାରେ ଚାଲିଛି ଶିକ୍ଷା ” http://www.ameodia.com/?p=3711

     
  • ameodia 12:14 pm on August 29, 2012 Permalink | Log in to leave a Comment
    Tags: ,   

    ପ୍ରଶାନ୍ତି ମିଶ୍ର

    ଜୀବନ ତତ୍ତ୍ବ କହେ କାଳର ଗତି ପଥରେ ଯାଉ ଯାଉ ଯାହା ପ୍ରାରବ୍ଧ ଭୋଗିବାର ଥିବ, ତାହାକୁ ପ୍ରାଣୀ ଭୋଗ କରିବ । କ୍ଳେଶ, ବ୍ୟାଧି, ଦୁଃଖ, ଶୋକ, ଆପଦ, ବିପଦ ସବୁ ଜୀବନ ପୃଷ୍ଠାର ଗୋଟିଏ ଗୋଟିଏ ପ୍ରବନ୍ଧ । ମାୟା ବିଜଦିତ ଶରୀର ଓ ମନର ମଣିଷ ଅଜ୍ଞାନତ। ବଶତଃ ସେ ସବୁକୁ ବୁଝିପାରେନି । ଜୀବନଟା କେବଳ ରଂଗିନମୟ ବୋଲି ସେ ମନେ କରିଥାଏ । ପଢନ୍ତୁ ପ୍ରଶାନ୍ତି ମିଶ୍ରଂକ ଗଳ୍ପ “ଯାହା ହେବାର ଥାଏ ” http://www.ameodia.com/?p=3663

     
  • ameodia 9:58 am on August 21, 2012 Permalink | Log in to leave a Comment
    Tags: ,   

    ରଂଜନ ପ୍ରଧାନ

    ରଂଜନ ପ୍ରଧାନ

    ଡାକ୍ତର ପରାମର୍ଶ ଦିଅନ୍ତି ,
    ସବୁଜ ଶାଗ, ପନିପରିବା ଖାଅ ।
    ପାଖ ବଜାରରୁ ଧନୀ ଲୋକର ଘରକୁ କିଣାହୋଇ ଆସେ,
    ବ୍ୟାଗ୍ ଭର୍ତ୍ତି ସାର, ଓଷଦଦିଆ ଫ୍ରେସ୍, ହାଇବ୍ରିଡି ପନିପରିବା
    ଓ ସ୍ବାଦହୀନ ସବୁଜ ଛନ୍ଛନିଆ ଶାଗ । ……
    ପଢନ୍ତୁ ରଂଜନ ପ୍ରଧାନଂକ କବିତା “ମୋଟି ଶାଗ” http://www.ameodia.com/?p=3642

     
  • gitu 6:59 am on August 20, 2012 Permalink | Log in to leave a Comment  

    ଇଦ୍ ମୁବାରକ୍ ହୋ

     
  • ameodia 6:06 pm on August 18, 2012 Permalink | Log in to leave a Comment
    Tags: ,   

    ଶକୁନ୍ତଳା ବିନ୍ଧାଣୀ

    ଶକୁନ୍ତଳା ବିନ୍ଧାଣୀ

    କିଛି କ୍ଷତ ମଲମର ଆବଶ୍ୟକତା ରଖେ ନାହିଁ । ସବୁଦିନେ କ୍ଷତ ହୋଇ ଯନ୍ତ୍ରଣାର ଯଉଘରେ ନିତିନିତି ସିଝୁଥାଏ । କିଛି କ୍ଷତ ସବୁଦିନେ ରୁଗୁରୁଗୁ ପରାଶର ମିଠା ମିଠା ସ୍ବର , କିଛି କ୍ଷତ ଶୁଖିଯାଇ ଭଲ ହେଲାପରେ ମଧ୍ୟ ଦାଗତିଏ ଛାଡିଯାଏ ଯାହା ଉପରେ ବେଳ ଅବେଳରେ ବୁଲିଆସେ ହାତ । ଆଉ କିଛି କ୍ଷତ ସବୁ ଦିନେ ଅଦୃଶ୍ୟ ଅଥଚ ହୃଦୟର ଲାଲ୍ ଅଳିନ୍ଦରେ ନିଜ ସୁଦୃଢ ଅସ୍ତିତ୍ବ ଯାହିର୍ କରୁଥାଏ । ପଢନ୍ତୁ ଶକୁନ୍ତଳା ବିନ୍ଧ।ଣିଂକ ଗଳ୍ପ “ଛକି ଶୁନ” http://www.ameodia.com/?p=3664

     
c
compose new post
j
next post/next comment
k
previous post/previous comment
r
reply
e
edit
o
show/hide comments
t
go to top
l
go to login
h
show/hide help
esc
cancel