
Posts by gitu:
ଇଦ୍ ମୁବାରକ୍ ହୋ
August 20th, 2012ଇଦ୍ ମୁବାରକ୍ ହୋ
ଆୟୁର୍ବେଦ ହିସାବ୍ ରେ ଖଜୁରୀ କୁ ବହୁତ୍ ପ୍ରାଧାନ୍ୟ ଦିଆଯାଇଛି…
July 5th, 2012
ଆୟୁର୍ବେଦ ହିସାବ୍ ରେ ଖଜୁରୀ କୁ ବହୁତ୍ ପ୍ରାଧାନ୍ୟ ଦିଆଯାଇଛି । ଖଜୁରୀ ହେଉଛି ଶକ୍ତି ବର୍ଧନକାରୀ । ଏପରିକି ସବୁ ଦିନ କିଛି କିଛି ଖଜୁରୀ ଖାଇବା ଭଲ ବୋଲି ମଧ୍ୟନ୍ ପରାମର୍ଶ ଦିଆଯାଏ । ଯେହେତୁ ଖଜୁରୀ ବହୁତ୍ ସୁଖାହୋଇ ଥାଏ ସେଥି ଲାଗି ତାକୁ ହଜମ କରିବା ୟିକେ କଷ୍ଟ, ତ ଆୟୁର୍ବେଦ କୁହେ ଯେ ଖଜୁରୀ କୁ ବତୁରେଇ କି ଖାଇଲେ ଭଲ ହଜମ୍ ହୁଏ ଆଉ ଅନୁକୁଳ ମଧ୍ୟନ୍ । ଘରୋଇ ଉପାୟ ଟି ହେଲା ଗୋଟିଏ କାଚ ଜାର୍ (ବମ୍)ରେ ତରଲ ଘିଅ ରେ ବତୁରି ରଖିଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଦୁଇ ଚାରୋଟି ଲେଖାଁ ଖାଇବା ଦରକାର । ଆପଣ ଗୋଟେ ସୁନ୍ଦର ପାନୀୟ ମଧ୍ୟନ୍ ତିଆରିକରିପାରିବେ ଆଉ ସପରିବାରେ ମଧ୍ୟନ୍ ଆନନ୍ଦରେ ଖାଇ ଖୁଶି ହେବେ ।
ପାନୀୟ କିପରି ପ୍ରସ୍ତୁତ କରିବେ ?
୫ ଟି ଖଜୁରୀ ଆଉ ୧୦ ଟି ପିସ୍ତା ବାଦମକୁ ପାଣିରେ ୧୦ – ୧୨ ଘଣ୍ଟା ବତୁରାଇଦିଅନତୁ ।
ପିସ୍ତା ବାଦମ୍ ବତୁରିଗଲୟ ପରେ ତାର ଚୋପା ଛଡାଇଦିଅନ୍ତୁ ।
ଗ୍ରାଇନ୍ଡର ରେ ଖଜୁରୀ କୋଳିକୁ ମଂଜି ବାହାର କରି ପକାନ୍ତୁ ଏବଂ ତ ସହିତ ପକାନ୍ତୁ ପିସ୍ତା ବାଦମ୍, ୫୦୦ ମି.ଲି. ଉସୁମ୍ ଖିର , ଅଧ ଚାମୁଚ ଡାଲଚିନି ଗୁଣ୍ଡ, ଗୋଟେ ଚାମଚ୍ ଘିଅ , ଅଧ ଚାମଚ୍ ଯାଇ ଫଳ ଚୁର୍ନ ପକାନ୍ତୁ ଆଉ ଭଲ କରି ମିନ୍ କରି ବାଟି ଦିଅନ୍ତୁ ।
ପାତ୍ରରେ ବାହାର କରି ସମସ୍ତଂକୁ ଦିଅନ୍ତୁ ।
ଏହି ପାନୀୟ ଟି ଆପଣଂକର ଶରୀରର ସମସ୍ତ ସ୍ନାଉ ଜନିତ ଦୁର୍ବଳତା କୁ ଦୂର କରିବାରେ ସାହାଜ୍ୟ କରିବା ଆଉ ଏହାକୁ ଶୋଇବା ପୁରବରୁ ଖାଇଲେ ଭଲ ଫଳ ମିଳିବ ।
ଶ୍ରୀ ବଳଦେବଜୀଉନ୍କ ରଥ ଆଜି ଚକଡା ଲାଗି ପାରିଲାନି
June 30th, 2012ଶ୍ରୀ ବଳଦେବଜୀଉନ୍କ ରଥ ଆଜି ଚକଡା ଲାଗି ପାରିଲାନି
ବଜରଂଗ ଦଳର ପିଲା ଜୟ ଶ୍ରୀରାମ ଡାକି ଭକ୍ତଂକ ସହ…
June 23rd, 2012ବଜରଂଗ ଦଳର ପିଲା ଜୟ ଶ୍ରୀରାମ ଡାକି ଭକ୍ତଂକ ସହ ମିସି ରଥ କୁ ଟାଣି ଟାଣି ମାଉସୀମା ମନ୍ଦୀର ପାଖରେ ପହଂଚାଇ ଦେଲେ ଦେଖନ୍ତୁ ଭି ଡି ଓ http://www.youtube.com/watch?v=IEaEfP_zS6w
ଗତ କାଲି ଶ୍ରୀ ବଳଦେବଜୀଉନ୍କ ରଥ ସଂଧ୍ୟା ୫ ଟା…
June 23rd, 2012ଗତ କାଲି ଶ୍ରୀ ବଳଦେବଜୀଉନ୍କ ରଥ ସଂଧ୍ୟା ୫ ଟା ୨୧ ମିନ୍ଟ୍ ରେ ମାଉସୀମା ମନ୍ଦୀର ପାଖରେ ପହଂଚିଲା
କଲେକ୍ଟର୍ ହବ ତ ଏମିତି ସବୁ ବେଳେ ସୋଇଥିବ ଆଉ…
June 21st, 2012କଲେକ୍ଟର୍ ହବ ତ ଏମିତି ! ସବୁ ବେଳେ ସୋଇଥିବ ଆଉ ଶେଷ ରେ କାମ କରି ଟିଭି ରେ ଆସିବ l ହଁ ହଁ ଏ ସବୁ ସୁ ଅବ୍ୟବସ୍ଥା ମହାଶୟ ପ୍ରଦୀପ୍ତ କୁମାର ପଟ୍ଟ ନାୟକ ହିଁ କରିଛନ୍ତି ଆଉ ସେ ଓ ଟି ଭି ରେ ନିସ୍ଚିତ ଆସିବେ l
ଗୋଟିଏ ଖୁସିର ଖବର l google ରେ odia social…
May 29th, 2012ଗୋଟିଏ ଖୁସିର ଖବର l google ରେ odia social network ସର୍ଚ୍ କଲେ ଏ ସାଇଟି ୧୧ ନମ୍ବର ରେ ଆସୁଛି l ସମସ୍ତଂକୁ ଧନ୍ୟବାଦ୍ l
ସରକାର କହୁଛି ଯେ ଡଲାର୍ କୁ ଛାଡି ଦେଲେ ସମସ୍ତ…
May 19th, 2012ସରକାର କହୁଛି ଯେ ଡଲାର୍ କୁ ଛାଡି ଦେଲେ ସମସ୍ତ ମୁଦ୍ରା ଉପରେ ପ୍ରଭାବ୍ ପଡିଛି ହେଲେ ଆପଣ ଏ ତୁଳନାତ୍ମକ ଛବି ଦେଖିଲେ ବୁଝିପାରିବେ ଯେ ଗଣନା ରେ ନିସ୍ଚିତ କେଉଁଠି ଭୁଲ୍ ଅଛି ଆଉ ମେଡିଆ ମାଧ୍ୟମରେ ଆମକୁ …
କାହାକୁ କହିବି ନିଜର ବୋଲି ମୁଁ ନିଜେ ତ ନିଜର…
May 19th, 2012କାହାକୁ କହିବି ନିଜର ବୋଲି ମୁଁ ନିଜେ ତ ନିଜର ନୁହଁ,
ଝଡିବା ଫୁଲ ଠୁ ଡାଳର ଦୂରତା କେ କହିପାରିବ କୁହ ?
ହୋ ଗଇ ହେ ପିର୍ ପରବତ୍ ସି ପିଘଲନୀ ଚାହିୟେ…
May 16th, 2012ହୋ ଗଇ ହେ ପିର୍ ପରବତ୍ ସି, ପିଘଲନୀ ଚାହିୟେ
ଇସ୍ ହିମାଲୟସେ କୋଇ ଗଂଗା ନିକଲନି ଚାହିୟେ l
ଆଜ ୟହ ଦିୱ।ର ପରଦୋନ୍ କି ତରହ ହିଲ୍ନେ ଲଗି
ଶର୍ତ୍ ଲେକିନ୍ ଥା କି ବୁନିୟାଦ୍ ହିଲନି ଚାହିୟେ l
ହର୍ ସଡକ୍, ହର୍ ଗଲି ମେଁ , ହର୍ ନଗର୍, ହର୍ ଗାଓଁ ମେଁ
ହାତ ଲେହରାତେ ହୁଏ, ହର୍ ଲାଶ୍ ଚଲନି ଚାହିୟେ l
ସିରଫ୍ ହଂଗାମା ଖଡା କରନା ମେରା ମକସଦ୍ ନହିଁ
ମେରି କୋଶିଶ୍ ହୈ, କି ୟହ ସୁରତ୍ ବଦଲ୍ନି ଚାହିୟେ l
ମେରେ ସିନେ ମେଁ ନହିଁ, ତୋ ତେରେ ସିନେ ମେଁ ସହି
ହୋ କହିଁ ଭି ଆଗ, ଲେକିନ୍ ଆଗ୍ ଜଲନି ଚାହିୟେ l
———–ଲେଖକ – ଦୁଷ୍ୟଂନ୍ତ୍ କୁମାର ତ୍ୟାଗି ————–


