Odia Social Network » ବିପ୍ଲବ କବିତା

ଏକତାରା ସୁଣକଣ କହୁଚିଏ ଏକତାରା କହିବନୀଆଉ ସିଏଦୁବାରା ବଡ ଜଟିଳ…
-:ଏକତାରା:-

ସୁଣକଣ କହୁଚିଏ ଏକତାରା, କହିବନୀଆଉ  ସିଏଦୁବାରା (…)

ବଡ ଜଟିଳ ଏହିଜମାନା, କହେ ପରକୁ ନିଜେକରେନା;

ହେଉ ପିଅନ ବାଅଫିସର, ମାୟା ସବୁଠି ଭ୍ରସ୍ଟାଚାରର|

ଦେଖ୍ ଭାଇ ଦେଖ୍, ମାର୍ ଟିକେ ବ୍ରେକ୍, କିଳାପତେଇକୁ ଟଣାଓଟରା

ସୁଣକଣ କହୁଚିଏ ଏକତାରା, କହିବନୀଆଉ  ସିଏଦୁବାରା (୧)

ଭୋକ ବିକଳେ କିଏଜଳୁଚି, ଖାଇ ଖାଇକି କିଏମରୁଚି

ବୋଝ ଉପରେ ନଳିତାବିଡା, ଦେଶ ଜନତା ଖଚରଘୋଡା

କର୍ ଭାଇ କର୍, ଠିକ କରି ମର୍, ଧାନଅଗାଡିକୁ କରିନିଆରା

ସୁଣକଣ କହୁଚିଏ ଏକତାରା, କହିବନୀଆଉ  ସିଏଦୁବାରା (୨)

ଯେତେ ସହିବୁ ସେତେଭୋଗିବୁ, ବଳ କସିଲେ ଉଧୁରୀଜିବୁ

ହାତ ହାତକୁ ହାତରେଧରି, ବଢ଼ ଆଗକୁ ବିପ୍ଲବକରି

ସିଖ୍ ଭାଇ ସିଖ୍, କର୍ ଆଗେ ଠିକ୍, ଦେଶପରିମଳ ସଫାସୁତୁରା

ସୁଣକଣ କହୁଚିଏ ଏକତାରା, କହିବନୀଆଉ  ସିଏଦୁବାରା (୩)