ଜୁଲୀ ବେହେରା

ମୁଁ, ମୋ ଦେହର ମଳିକୁ ଧୋଉ ଧୋଉ
ଭୁଲ୍ରେ ଧୋଇ ଦେଇ ଆସିଛି
ତୋ ସଂସ୍କାର ସବୁ ସେଇ ଅଗଣାରେ
ମୋ ହଲଦୀ ପାଣିର ଗାଧୁଆ ବେଳେ ….
ପଢନ୍ତୁ ଜୁଲୀ ବେହେରାଂକ କବିତା ଦୁହିତାର ସ୍ବର http://www.ameodia.com/?p=3588