ପ୍ରଫୁଲ୍ଲ ତ୍ରୀପାଠୀ

ପ୍ରଫୁଲ୍ଲ ତ୍ରୀପାଠୀ

ଫୁଲର ଫଗୁଣ ମନେ କେତେ ନୂଆ ଆଶା
ମାଟିରୁ ଆକାଶ ତା’ର ଅମାନିଆ ତୃଷା
ତା’ ମନର ଅଗଣାରେ
ଖେଳି ଖେଳି ଅବିରରେ
ଭିଜାଇବି ମାଦକରେ ତା ଅବୁଝା ନିଶା ାା
ପଢନ୍ତୁ କବିତା ” ଫଗୁଣ ତୁମେ ମୋଁ ମନର ଦେବତା ” ଲେଖକ ପ୍ରଫୁଲ୍ଲ ତ୍ରୀପାଠୀ http://www.ameodia.com/?p=3585