wamp server ର phpMyAdmin ନ ଚାଲି ୪୦୩ ର error ଦେଖାଇଲେ କ’ଣ କରିବେ ?
ଭାବିନେବା ଯେ ଆପଣ wamp c drive ରେ install କରିଛନ୍ତି l ଆପଣ C:\wamp\alias\phpmyadmin.conf ଫାଇଲ୍ କୁ ଖୋଲନ୍ତୁ ଏବଂ ଶେଷର ପୂର୍ବ ଧାଡି ଯେଉଁଠି ଲେଖା ହୋଇଥିବ Deny from all ତାକୁ ବଦଳାଇ Allow from all କରିଦିଅନ୍ତୁ l ଏଥର ଆପଣ ବିନା ଦ୍ବିଧା ରେ phpMyAdmin access କରି କାମ କରିପାରିବେ l
-
gitu
Reply
You must be logged in to post a comment.

ajitsonu18 4:22 pm on July 5, 2012 Permalink | Log in to Reply
dhanya bado . So informative..Thanks for this..