Tagged: ପ୍ରବନ୍ଧ RSS

  • ameodia 9:20 am on September 5, 2012 Permalink | Log in to leave a Comment
    Tags: , ପ୍ରବନ୍ଧ   

    ନେତାଜୀ ଅଭିନନ୍ଦନ

    ନେତାଜୀ ଅଭିନନ୍ଦନ

    ସରକାରୀ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ , ବେଦାନ୍ତ ଭଳି ମୁନାଫା ଖୋର୍ ବଦନାମ୍ କମ୍ପାନୀ ମାନଂକୁ ବିଶ୍ବବିଦ୍ୟାଳୟ ପାଇଁ ଶାଗମାଛ ମୂଳରେ ହଜାର୍ ହଜାର୍ ଏକର ଜମି ଦେବାରେ ମୁଖ୍ୟମନ୍ତ୍ରୀ ତିଳେ ହେଲେ କୁଣ୍ଠାବୋଧ କରୁନାହାନ୍ତି । ରାଜଧାନୀ ଉପକଣ୍ଠରେ ମୂଲ୍ୟବାନ ଜମି ବିଭିନ୍ନ ଘରୋଇ ସଂସ୍ଥାକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ । ଅଥଚ ସରକାରୀ କଲେଜରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପାଣ୍ଠିଯୋଗାଡ ହୋଇ ପାରୁନି । ପଢନ୍ତୁ ନେତାଜୀ ଅଭିନନ୍ଦନଂକ ପ୍ରବନ୍ଧ “ଠିକାରେ ଚାଲିଛି ଶିକ୍ଷା ” http://www.ameodia.com/?p=3711

     
  • ameodia 8:09 am on August 6, 2012 Permalink | Log in to leave a Comment
    Tags: , , ପ୍ରବନ୍ଧ, , ସମାଜ, ସମ୍ପର୍କ, ସମ୍ସକାର   

    ନୀରଂଜନ ପାଢୀ

    ନୀରଂଜନ ପାଢୀ

    ସହବାସୀ ସମ୍ପର୍କ ବା ‘ଲିଭ୍ -ଇନ୍ -ରିଲେସନ୍ସିପ୍’ । ଏକ ଘରେ ରହୁଥିବେ ଦୁଇଜଣ ଯୁବକ ଯୁବତୀ ବ ପୁରୁଷ ନାରୀ । ଏକ ବିଛଣାରେ ସୋଉଥିବେ । ବିବାହ ପୂର୍ବରୁ ଯାହା ଅକରଣୀୟ ସବୁ କରୁଥିବେ , ଅଥଚ ସେ ଦୁହେଁ ପତିପତ୍ନୀ ହୋଇ ନ ଥିବେ । ସେମାନଂକ ସମ୍ପର୍କ ସପକ୍ଷରେ ନା ଥିବା ସାମାଜିକ ସ୍ବୀକୃତି ନା କୌଣସି ଆଇନ୍ ସମ୍ମତି ଅବା ବୈଦିକ ରୀତିନୀତି । …….. ଯେଉଁଠି ରାଷ୍ଟ୍ରୀୟ ଚେତନା ସହ ସାମାନ୍ୟ ସମ୍ପୃକ୍ତି ନଥାଇ କେବଳ ଆଧୁନିକ ବୋଲାଇବା ପାଇଁ ବ୍ୟକ୍ତିଗତ ପରିସରରେ ପାସ୍ଚ୍ୟ।ତ୍ୟ ବ୍ୟଭିଚାରୀ ଜୀବନଚର୍ଯ୍ୟାକୁ ଆପଣେଇ ନିଆଯାଏ , ସେଠି କେବଳ ସମ୍ପୃକ୍ତ ବ୍ୟକ୍ତିବିଶେଷ ନୁହେଁ, ସମଗ୍ର ରାଷ୍ଟ୍ରର ଯୁଗ ଯୁଗର ସଂଚିତ ସଂସ୍କାର ଓ ସଦାଚାର କଲୁଷିତ ହୁଏ । ଭାରତ ଆଉ ଭାରତ ହୋଇ ରହେ ନାହିଁ । ଭାରତୀୟମାନେ ଅବଶିଷ୍ଠନ୍କଠଁୁ ଭିନ୍ନ ବୋଲି ପରିଚିତ ହେବାକୁ କିଛି ବଳକା ରହିଯାଏ ନାହିଁ …… ପଢନ୍ତୁ ନୀରଂଜନ ପାଢୀଂକ ପ୍ରବନ୍ଧ “ସମାଜଛଡା ସମ୍ପର୍କ” http://www.ameodia.com/?p=3651

     
  • ameodia 10:50 am on August 5, 2012 Permalink | Log in to leave a Comment
    Tags: , ଓଡ଼ିଶା, ପ୍ରବନ୍ଧ, ବି.ଜେ.ଡି, ରାଜନିତୀ,   

    ନେତାଜୀ ଅଭିନନ୍ଦନ

    ନେତାଜୀ ଅଭିନନ୍ଦନ

    ଜନ୍ତରମନ୍ତର ଠାରେ ଆନ୍ନା ହଜାରେଂକ ଅନଶନ ମଂଚରେ ବି.ଜେ.ଡିର ପ୍ରତିନିଧି ଯୋଗ ଦେଇ ସ୍ବାଧୀନ ଓ ନିରପେକ୍ଷ ଲୋକପାଳ ଗଠନ ସପକ୍ଷରେ ଜୋର୍ଦାର୍ ଯୁକ୍ତି ଉପସ୍ଥାପନା କରି ୟୁ.ପି.ଏ ସରକାରଂକୁ କଡା ସମାଲୋଚନା କରିବାର ଦୃଶ୍ୟ ଆମେ ସମସ୍ତେ ଦେଖିଲେ ଏବଂ ବେଶ୍ ଉଲ୍ଲାସିତ ମଧ୍ୟ ହେଲେ । ହେଲେ ସବୁଠୁ ବିଡମ୍ବନାର ବିଷୟ, ସେହି ବି.ଜେ.ଡି ସର୍କାର୍ ଓଡ଼ିଶାରେ ଲୋକପାଳ ରିପୋର୍ଟକୁ ଅଲିଆଗଦାକୁ ନିକ୍ଷେପ କରି ନିଜ ସାମ୍ବିଧାନିକ ଦାୟିତ୍ବକୁ ଉଲ୍ଲଂଘନ କରିବାକୁ ଗୌରବ ମଣୁଛନ୍ତି । ପୂରୀ-କୋଣାର୍କ ବେଳାଭୂମିରେ ହଜାର୍ ହଜାର୍ ଏକର୍ ମୂଲ୍ୟବାନ ଜମିକୁ ଶାଗ ମାଛ ମୂଲ୍ୟରେ ବିଶ୍ବବିଦ୍ୟାଳୟ କରିବା ନାଁରେ ବେଦାନ୍ତ ଭଳି ଏକ ଠକ କମ୍ପାନି ହାତରେ ଟେକି ଦିଆଗଲା । ଲୋକପାଳ ଏ ସମ୍ପର୍କରେ ତଦନ୍ତ କରି ବିସ୍ତୃତ ରିପୋର୍ଟ୍ ଦେଇଥିଲେ ହେଁ ବିଧାନସଭାରେ ତାହା ଆଗତ ହୋଇ ନାହିଁ କିମ୍ବା ସେ ସମ୍ପର୍କରେ ସରକାର କୌଣସି ଉତ୍ତର ଦେଇ ନାହାନ୍ତି । ପଢନ୍ତୁ ନେତାଜୀ ଅଭିନନ୍ଦନଂକ ପ୍ରବନ୍ଧ “ଶାସନ ଓଡ଼ିଶୀ – ଗଣତନ୍ତ୍ର ନା ଦଳତନ୍ତ୍ର ? ” http://www.ameodia.com/?p=3652

     
  • ameodia 6:34 am on June 14, 2012 Permalink | Log in to leave a Comment
    Tags: , , ପ୍ରବନ୍ଧ   

    ନୀରଂଜନ ପାଢିଂକ ପ୍ରବନ୍ଧ ମଣିମା ସୁଣିମା ହେଉ http://www.ameodia.com/?p=3527

     
  • ameodia 12:42 pm on April 29, 2012 Permalink | Log in to leave a Comment
    Tags: , ନିରଂଜନ ପାଢ଼ୀ, ପ୍ରବନ୍ଧ   

    ମାତୃତ୍ବର ବିଲାପ -ଲେଖକ – ନିରଂଜନ ପାଢ଼ୀ – http://www.ameodia.com/?p=3402

     
c
compose new post
j
next post/next comment
k
previous post/previous comment
r
reply
e
edit
o
show/hide comments
t
go to top
l
go to login
h
show/hide help
esc
cancel