Tagged: ଭାରତ RSS

  • ameodia 8:09 am on August 6, 2012 Permalink | Log in to leave a Comment
    Tags: , , , ଭାରତ, ସମାଜ, ସମ୍ପର୍କ, ସମ୍ସକାର   

    ନୀରଂଜନ ପାଢୀ

    ନୀରଂଜନ ପାଢୀ

    ସହବାସୀ ସମ୍ପର୍କ ବା ‘ଲିଭ୍ -ଇନ୍ -ରିଲେସନ୍ସିପ୍’ । ଏକ ଘରେ ରହୁଥିବେ ଦୁଇଜଣ ଯୁବକ ଯୁବତୀ ବ ପୁରୁଷ ନାରୀ । ଏକ ବିଛଣାରେ ସୋଉଥିବେ । ବିବାହ ପୂର୍ବରୁ ଯାହା ଅକରଣୀୟ ସବୁ କରୁଥିବେ , ଅଥଚ ସେ ଦୁହେଁ ପତିପତ୍ନୀ ହୋଇ ନ ଥିବେ । ସେମାନଂକ ସମ୍ପର୍କ ସପକ୍ଷରେ ନା ଥିବା ସାମାଜିକ ସ୍ବୀକୃତି ନା କୌଣସି ଆଇନ୍ ସମ୍ମତି ଅବା ବୈଦିକ ରୀତିନୀତି । …….. ଯେଉଁଠି ରାଷ୍ଟ୍ରୀୟ ଚେତନା ସହ ସାମାନ୍ୟ ସମ୍ପୃକ୍ତି ନଥାଇ କେବଳ ଆଧୁନିକ ବୋଲାଇବା ପାଇଁ ବ୍ୟକ୍ତିଗତ ପରିସରରେ ପାସ୍ଚ୍ୟ।ତ୍ୟ ବ୍ୟଭିଚାରୀ ଜୀବନଚର୍ଯ୍ୟାକୁ ଆପଣେଇ ନିଆଯାଏ , ସେଠି କେବଳ ସମ୍ପୃକ୍ତ ବ୍ୟକ୍ତିବିଶେଷ ନୁହେଁ, ସମଗ୍ର ରାଷ୍ଟ୍ରର ଯୁଗ ଯୁଗର ସଂଚିତ ସଂସ୍କାର ଓ ସଦାଚାର କଲୁଷିତ ହୁଏ । ଭାରତ ଆଉ ଭାରତ ହୋଇ ରହେ ନାହିଁ । ଭାରତୀୟମାନେ ଅବଶିଷ୍ଠନ୍କଠଁୁ ଭିନ୍ନ ବୋଲି ପରିଚିତ ହେବାକୁ କିଛି ବଳକା ରହିଯାଏ ନାହିଁ …… ପଢନ୍ତୁ ନୀରଂଜନ ପାଢୀଂକ ପ୍ରବନ୍ଧ “ସମାଜଛଡା ସମ୍ପର୍କ” http://www.ameodia.com/?p=3651

     
  • ameodia 8:40 am on August 4, 2012 Permalink | Log in to leave a Comment
    Tags: , କଂଗ୍ରେସ, ଭାରତ   

    ଭାରତୀୟ ସଂସଦରେ ଅଧିକ ବର୍ଷ ଧରି ବସିରହିବାର ସୁଯୋଗ କଂଗ୍ରେସ୍ ଦଳ କୁ ମିଳିଛି । ଭାରତରେ ଏ ଅବସ୍ଥା ଲାଗି ମୁଖ୍ୟତଃ କଂଗ୍ରେସ୍ ହିଁ ଦାୟୀ ଅଟେ । ବିଦେଶୀ କଂପାନୀକୁ ଭାରତରେ ବ୍ୟବସାୟ କରିବାର ମୂଳଦୁଆ ଭରଷ୍ଟାଚାରର ମୂଳଦୁଆ ପକାଇଛି ଓ ସାଧାରଣ ଜନତାଂକୁ ତଳିତଳାଂତ କରିବାର ପରମ୍ପରା ସର୍ବ ପ୍ରଥମେ କଂଗ୍ରେସ ଆରମ୍ଭ କରିଛି । କିପରି କରିଛି ଜାଣିବା ଲାଗି ପଢନ୍ତୁ ସମ୍ପାଦକୀୟ ଲେଖା “ସଂସଦ ସବୁରି ଉପରେ ।” http://www.ameodia.com/?p=3667

     
  • ameodia 12:37 pm on April 29, 2012 Permalink | Log in to leave a Comment
    Tags: ନାଥୁରାମ, ଭାରତ,   

    ପଢନ୍ତୁ ନାଥୁରାମ କିଛି କହିବାକୁ ଚାହେଁ l ସତରେ କ’ଣ ନାଥୁରାମ ଭୁଲ୍ କରିଛନ୍ତି ? http://www.ameodia.com/?p=3418

     
c
compose new post
j
next post/next comment
k
previous post/previous comment
r
reply
e
edit
o
show/hide comments
t
go to top
l
go to login
h
show/hide help
esc
cancel